ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ଏସସିବି ମେଡିକାଲ କଲେଜ ଓ ହସପିଟାଲ୍ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କଲେ ୫-ଟି ସଚିବ, ତାଳଦଣ୍ଡା କେନାଲ ବନ୍ଧରେ ହେବ ୩ ଲେନ୍‌ର ରାସ୍ତା

୨.ରାଜ୍ୟରେ କୋରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୨ ଲକ୍ଷ ୨୦ ହଜାର ପାର, ଆଜି ସୁସ୍ଥ ହେଲେ ୩ହଜାର ୪୦୪ ରୋଗୀ

୩.ଜନ୍ମଦିନରେ କୋଭିଡ କଟକଣା ଉଲ୍ଲଂଘନ କଲେ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

୪.ବାଲେଶ୍ୱର ସଦର ଓ ତିର୍ତୋଲ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

୫.ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ- ଡବ୍ଲ୍ୟୁଏଫପିକୁ ମିଳିବ ୨୦୨୦ର ନୋବେଲ ଶାନ୍ତି ପୁରସ୍କାର

୬.ରେପୋ ରେଟ୍ ଅପରିବର୍ତିତ ରଖିଲା ରିଜର୍ଭ ବ୍ୟାଙ୍କ, ଗୃହ ଓ ଗାଡି ଋଣ ସୁଧ କମିବ ନାହିଁ

୭.କାଲିଠାରୁ ପୁଣି ପ୍ରାକ୍ କୋଭିଡ ସ୍ଥିତିକୁ ଫେରିବା ରେଳବାଇ, ଟ୍ରେନ ଛାଡିବାର ଅଧଘଂଟା ଆଗରୁ ଦ୍ୱିତୀୟ ସଂରକ୍ଷଣ ତାଲିକା

Comments are closed.