ନ୍ୟୁଜରୁମ: ସକାଳର ମୁଖ୍ୟ ଖବର

ସକାଳର ମୁଖ୍ୟ ଖବର

୧.ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ : ଶୀତଦିନେ ସଂକ୍ରମଣ ବଢିବା ନେଇ ଚେତାଇଲେ ମୁଖ୍ୟମନ୍ତ୍ରୀ, ପାର୍ବଣରେ ଭିଡ ନ କରିବାକୁ ଆହ୍ୱାନ

୨.ଦାଦାବଟି ଆଦାୟ ବିରୋଧରେ ଅଭିଯୋଗ ପାଇଁ ହେଲପଲାଇନ୍ ନମ୍ବର ଜାରି କଲେ ଡିଜିପି ଅଭୟ

୩.ଭକ୍ତଙ୍କୁ ପୁଣି ମିଳିବ ଶ୍ରୀମନ୍ଦିର ଅବଢା, ପୂର୍ବ କଟକଣା କୋହଳ କରିବା ପାଇଁ ନିଷ୍ପତି , କାର୍ତିକ ମାସରେ ଖୋଲାଯିବ ସ୍ୱତନ୍ତ୍ର କାଉଂଟର

୪.ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ଅଭିନବ ପଦକ୍ଷେପ : କୃଷକଙ୍କ ମୁହଁରେ ହସ ଫୁଟାଉଛି ସବ୍‌ଜି କୁଲର୍

୫.ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : କୋରୋନା ମହାମାରୀ ବିରୋଧରେ ଲଢେଇ ଜାରି, ଟିକା ଆସିବା ଯାଏଁ ସତର୍କତା ଜରୁରୀ

Comments are closed.