ନ୍ୟୁଜରୁମ: ସକାଳର ମୁଖ୍ୟ ଖବର

୧.ଏବେ ଅନଲାଇନରେ ରେସନ କାର୍ଡ ଆବେଦନ, ଧାନ ସଂଗ୍ରହ ପଂଜୀକରଣ : ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,କହିଲେ ସ୍ୱଚ୍ଛତା ଓ ଦକ୍ଷତା ଦିଗରେ ଏକ ଗୁରୁତ୍ୱପୂଣ୍ଣ ର୍ପଦକ୍ଷେପ

୨.ଶାସ୍ତ୍ରୀୟ ସଙ୍ଗୀତ ପାଇଁ ମିଳିବ ସୁନନ୍ଦା ସମ୍ମାନ, ମିଳିବ ଅଢେଇ ଲକ୍ଷ ଟଙ୍କା ଅର୍ଥ ପୁରସ୍କାର , ପ୍ରସ୍ଥାବକୁ ମୁଖ୍ଯମନ୍ତ୍ରୀଙ୍କ ଅନୁମୋଦନ

୩.ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ : ଆଇସିଏମଆର୍‌ର ଲିଖିତ ନିର୍ଦ୍ଦେଶ ବିନା ବନ୍ଦ ହେବ ନାହିଁ ପ୍ଲାଜମା ଥେରାପି ଓ ରିମେଡିସିଭର

୪.ଭାରତର ଭୁଲ ମାନଚିତ୍ର ଦେଖାଇଥିବାରୁ ଟ୍ୱିଟରକୁ ଚେତାବନୀ ଦେଲେ କେନ୍ଦ୍ର ସରକାର

Comments are closed.