ନ୍ୟୁଜରୁମ୍ : ସକାଳର ଖବର

୧.ବନ୍ୟା ସ୍ଥିତି ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା, ୮ ଜିଲ୍ଲାପାଳଙ୍କ ସହ ଆଲୋଚନା

୨.ପାରା ଆଥଲେଟ ଜୟନ୍ତୀ ବେହେରା ପାଇବେ ୨୦୧୯ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର

୩.୨୮ରୁ ରାଉରକେଲାରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ, କୋରାପୁଟରେ ଖୋଲିବ ଆଉ ଏକ ପ୍ଲାଜମା ବ୍ୟାଙ୍କ

୪.ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ,ଆବଶ୍ୟକ ପଦକ୍ଷେପ ପାଇଁ ନିର୍ଦ୍ଦେଶ

୫.କୋରୋନା ସୁସ୍ଥତାରେ ନୂଆ ରେକର୍ଡ, ଦିନକରେ ସୁସ୍ଥ ହେଲେ ୩ ହଜାର ୩୪୩ ରୋଗୀ, ସୁସ୍ଥଙ୍କ ସଂଖ୍ୟା ୬୨ ହଜାର ପାର

୬.କୋଭିଡ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ପୂଜା ଛୁଟି ଯାଏଁ ସ୍କୁଲ କଲେଜ ବନ୍ଦ, ପ୍ରବାସୀ ଶ୍ରମିକଙ୍କ ରୋଜଗାର ଉପରେ ଗୁରୁତ୍ୱ

୭.କୋରୋନା ପାଇଁ ଚଳିତବର୍ଷ କମିଲା ୩୦ ପ୍ରତିଶତ ସିଲାବସ୍

Comments are closed.