ନ୍ୟୁଜରୁମ୍ : ସକାଳର ଖବର

୧.କ୍ରୀଡାର ବିକାଶ ପାଇଁ ଉଦ୍ୟମ, ଗୋଟିଏ ଦିନରେ ତିନିଟି ସ୍ପୋର୍ଟସ୍ କଂପ୍ଲେକ୍ସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

୨.ଭିକାରୀ ମୁକ୍ତ ହେବ ଶ୍ରୀକ୍ଷେତ୍ର, ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ନିଳାଦ୍ରି ନିଳୟ ଅଭିଯାନ, ବଡଦାଣ୍ଡରୁ ୫୦ରୁ ଅଧିକ ଉଦ୍ଧାର

୩.ଭିଜିଲାନ୍ସ ସପ୍ତାହର ଶେଷ ଦିନ : ଚିଫ୍ ଭିଜିଲାନ୍ସ ଅଫିସରମାନଙ୍କ ପାଇଁ ରାଜ୍ୟସ୍ତରୀୟ ସମ୍ବେଦୀକରଣ କର୍ମଶାଳା ଆୟୋଜିତ

୪.କୋରୋନା କାଳରେ ରାଜ୍ୟରେ ପ୍ରଥମ ନିର୍ବାଚନ, ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ଆଜି ମତଦାନ, ସମସ୍ତ ପ୍ରସ୍ତୁତି ଶେଷ

୫.ବେଆଇନ କାରବାର ଘୋଡାଇବା ପାଇଁ ମିଡିଆକୁ ଢାଲ କରୁଛି ଓଟିଭି : ସାଂସଦ ସସ୍ମିତ ପାତ୍ର

୬.ଓଡିଆ ଫିଲ୍ମର ବରିଷ୍ଠ ସିନେମାଟୋଗ୍ରାଫର, ନିର୍ମାତା ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ହୃଦଘାତରେ ପରଲୋକ

୭.ଭୁବନେଶ୍ୱରରେ ଓଡିଶା ପୋଲିସର ସାଇବର କଂପ୍ଲେକ୍ସ ଉଦଘାଟିତ

Comments are closed.