ନ୍ୟୁଜରୁମ: ସକାଳର ଖବର

୧.ଏସସିବି ରୂପାନ୍ତରଣ ପ୍ରକ୍ରିୟା, ପୁରାତନ ଛାତ୍ରଙ୍କ ନିଆଯିବ ସହ ଯୋଗ, ଦୁଇଟି ୱେବସାଇଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

୨.କୋରୋନା ଟିକା ପରିଚାଳନା ପାଇଁ ୨୧ ଜଣିଆ କମିଟିର ପୁନର୍ଗଠନ, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେବେ ଅଧ୍ୟକ୍ଷ

୩.ବାଇକ୍‌ର ପଛରେ ବସିଥିବୀ ଲୋକ ବି ହେଲମେଟ ପିନ୍ଧିବା ଜରୁରୀ, ନ ହେଲେ ବାତିଲ ହେବ ଡିଏଲ୍

୪.ସ୍ପଷ୍ଟ କଲା ଟାଟା ମୋଟର୍ସ, ଆକାଶ କେବେ ବି କଂପାନିରେ କାମ କରିନାହାନ୍ତି

୫.ତିନି ଦିନିଆ ରିମାଣ୍ଡ ଅବଧି ଶେଷ ପରେ ଜେଲ ଗଲେ ପାଠକ ବାପା-ପୁଅ, ଭିଜିଲାନ୍ସର ଘନ ଘନ ଜେରା

୬.ପରୀ ମାମଲାରେ ବିରୋଧୀ ରାଜନୀତି କରୁଥିବା ବିଜେଡିର ଅଭିଯୋଗ,ଏସଆଇଟି ମୁଖ୍ୟ କହିଲେ ଦୁଇ ସପ୍ତାହରେ ସବୁହେବ ସ୍ପଷ୍ଟ

୭.ପୁଅ ବାହାଘର ଖର୍ଚ୍ଚ ପାଇଁ ବଜେଟ୍ ୧୦ କୋଟି

୮.ଆକାଶ ପାଠକଙ୍କ ପିଏ ଥିବା ଡେଭିଟ ପିଟରକୁ କ୍ରାଇମବ୍ରାଂଚର ଜେରା

୯.ଖୁବ ଶୀଘ୍ର ଆରମ୍ଭ ହୋଇପାରେ ପାଠପଢା, ରାଜ୍ୟର ସବୁ ଯୁକ୍ତଦୁଇ କଲେଜର ବିଶୋଧନ ଓ ସଫେଇ ପାଇଁ ନିର୍ଦ୍ଦେଶ

୧୦.ଚାଷୀ-କେନ୍ଦ୍ର ଆଲୋଚନା ପୁଣି ବିଫଳ, ୯ରେ ଆଉ ଏକ ବୈଠକ

୧୧.ଏଥର ବି ସରକାରଙ୍କ ଖାଦ୍ୟ ଛୁଇଁଲେନି ଚାଷୀ

୧୨.ଟିକା ନେବା ସତ୍ତ୍ୱେ ହରିୟାଣା ମନ୍ତ୍ରୀ ପଜିଟିଭ୍ ହେବା ନେଇ ସ୍ପଷ୍ଟୀକରଣ ଦେଲା ଭାରତ ବାୟୋଟେକ୍‌

୧୩.ଟ୍ରୁଡୋଙ୍କ ମନ୍ତବ୍ୟର ପ୍ରତିବାଦ: କୋଭିଡ୍‌-୧୯ ଉପରେ କାନାଡା ନେତୃତ୍ୱାଧୀନ ବୈଠକ ବର୍ଜନ କରିବ ଭାରତ

୧୪.ଡିସେମ୍ବର ୧୦ ରେ ନୂତନ ସଂସଦ ଭବନର ଶିଳାନ୍ୟାସ ଓ ଭୂମିପୂଜନ କରିବେ ମୋଦି

୧୫.ବ୍ରିଟେନ ପରେ ଫାଇଜର ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଲା ବାହାରେନ

୧୬.ଆଜି ଦ୍ୱିତୀୟ ଟି୨୦: ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

Comments are closed.