ନ୍ୟୁଜରୁମ୍ : ସକାଳର ଖବର

୧.ଜୟନ୍ତୀ ଓ ଦୀପଙ୍କୁ ଦିଆଗଲା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର , ରାଜ୍ୟ ହେବ ବିଶ୍ୱ କ୍ରୀଡାର କେନ୍ଦ୍ର : ମୁଖ୍ୟମନ୍ତ୍ରୀ

୨.ରାଜ୍ୟରେ କୋରୋନାରୁ ମୁକ୍ତ ହେଲେ ଆଉ ୨୮୮୮ ଲୋକ, ମୋଟ ସୁସ୍ଥ ସଂଖ୍ୟା ୭୦ ହଜାର ପାର

୩.୬ଟି ଜିଲ୍ଲାରେ ବନ୍ୟା ସ୍ଥିତି ତଦାରଖ ପାଇଁ ୬ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ

୪.ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ, ଦୂତିଚାନ୍ଦଙ୍କ ସମେତ ୨୭ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର

୫.ଡିଜିପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ କୋରାପୁଟ ଓ ମାଲକାନଗିରି ଗସ୍ତ, ଦୁଇ ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନର ସମୀକ୍ଷା

୬.ନରାଜରେ ବିପଦ ସଂକେତ ଟପିଲା ମହାନଦୀ, ଏଣେ ବନ୍ୟା କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

୭.ଜେଇଇ ମେନ୍ ଓ ନିଟ୍ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଜାରି, ପରୀକ୍ଷା ହେଉଥିବା ସହରରେ ହେବ ନାହିଁ ଲକଡାଉନ୍

୮.ଅନଲକ୍ ୪ ଗାଇଡଲାଇନ ଜାରି : ସେପଟେମ୍ବର ୩୦ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ, ୨୧ରୁ ଖୋଲିବ ମୁକ୍ତାକାଶ ରଂଗମଂଚ, ସର୍ବାଧିକ ୧୦୦ ଜଣଙ୍କୁ ନେଇ ହୋଇପାରିବ ସଭାସମିତି

୯.ଅଚାନକ ଆଇପିଏଲରୁ ଓହରିଲେ ସୁରେଶ ରୈନା, ପାରିବାରିକ କାରଣରୁ ଓହରିଥିବା ସୂଚନା, ଏଣେ ସିଏସକେର ଆଉ ଜଣେ ଖେଳାଳି ପଜିଟିଭ

Comments are closed.