ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ରାଜ୍ୟରେ ଖୋଲିବ ବାର୍ ଓ ରେଷ୍ଟୁରାଂଟ୍

୨.ରାଜ୍ୟର ଚାଷୀଙ୍କୁ ଯୋଗାଇ ଦିଆଯିବ ପର୍ଯ୍ୟାପ୍ତ ୟୁରିଆ, ଚାଷୀଙ୍କୁ ପରାମର୍ଶ ଦେବା ପାଇଁ ହେଲପଲାଇନ ନମ୍ବର

୩.କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି : ଏଣିକି ଗୋଟିଏ ଆଇନ ଅଧୀନରେ ରହିବ ସବୁ ବିଶ୍ୱବିଦ୍ୟାଳୟ , ଓପିଏସସି ହାତରେ ରହିବ ଶିକ୍ଷକ ଚୟନ ଦାୟିତ୍ୱ, କୁଳପତିଙ୍କ କାର୍ଯ୍ୟକାଳ ୪ବର୍ଷକୁ ବୃଦ୍ଧି…

୪.ଐତିହ୍ୟ କ୍ୟାବିନେଟର ନିଷ୍ପତି : ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ନିଆଯିବ ପଦକ୍ଷେପ, ଗୋପବନ୍ଧୁଙ୍କ ଜନ୍ମସ୍ଥାନର ହେବ ସାମଗ୍ରିକ ବିକାଶ, ମୋଟ ୭ଟି ପ୍ରସ୍ତାବକୁ ମଂଜୁରୀ

୫.ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ୩ ହଜାର ୩୦୩ ରୋଗୀ, କଟକ ଜିଲ୍ଲାରୁ ସର୍ବାଧିକ ୬୫୦ ସୁସ୍ଥ

୬.ପୁରୀ ଜିଲ୍ଲାରେ ସୁଧୁରୁଛି ବନ୍ୟା ସ୍ଥିତି : ଜିଲ୍ଲାପାଳ

୭.ପୁରୀ ଜିଲ୍ଲାରେ କୋରୋନାକୁ ସୁସ୍ଥ ହୋଇଥିବା ରୋଗୀଙ୍କ ପ୍ରତିଶତ ହାର ବୃଦ୍ଧି, ୮୦ ପ୍ରତିଶତ ଲୋକେ ଘରେ ରହି ଚିକିତ୍ସିତ ହେଉଛନ୍ତି

Comments are closed.