୧.ଧୀରେ ଧୀରେ ସ୍ୱାଭାବିକ ହେଉଛି ଅର୍ଥନୀତି, ଜୀବିକା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
୨.ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟରେ ନଦୀ କ୍ରୁଜ୍ ଆରମ୍ଭ ପାଇଁ ନିଷ୍ପତି, ପିପିପି ମୋଡ୍ରେ କାର୍ଯ୍ୟକାରୀ ହେବ ଯୋଜନା
୩.ନୀତି ଆୟୋଗର ଡେଲଟା ରାକିଂରେ ଓଡିଶାର ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲା, ସ୍ଥାୟୀ କୃଷି ବିକାଶ ଓ ଜଳସଂପଦ ସୁବିନିଯୋଗ କ୍ଷେତ୍ରରେ ଭଲ ପ୍ରଦର୍ଶନ
୪.କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ଖୋର୍ଧା, କଟକ ଜିଲ୍ଲାରେ କୋଭିଡ ରଣନୀତିକୁ ସୁଦୃଢ ଉପରେ ଗୁରୁତ୍ୱ
୫.ରାଜ୍ୟରେ କୋରୋନା ସୁସ୍ଥଙ୍କ ସଂଖ୍ୟା ୮୭ ହଜାର ପାର, ଆଉ ୩ ହଜାର ୨୮୭ ଲୋକ କୋରୋନା ମୁକ୍ତ, ଖୋର୍ଧାରୁ ସର୍ବାଧିକ ୫୧୧ ଓ ଗଂଜାମରୁ ୩୬୮
୬.ଓଡିଶାରେ ଆଗାମୀ ଦେଢ ମାସ ମଧ୍ୟରେ କମିବ କୋରୋନା ପଜିଟିଭ ମାମଲା : ଡିଏମଇଟି ନିର୍ଦ୍ଦେଶକ
୭.ଷ୍ଟାର୍ଟଅପ୍ ଓଡିଶାର ଆଇସର୍ଭୟୁଇଣ୍ଡିଆକୁ ଅଧିଗ୍ରହଣ କଲା ନିୟୋଜିନ୍ ଫିନଟେକ୍
୮.ସେପଟେମ୍ବର ୫ ତାରଖରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ
୯.ଆୟ ବହିର୍ଭୁତ ସଂପତି ଠୁଳ ମାମଲା, ଭିଜିଲାନ୍ସ ଜାଲରେ ଫ୍ୟାକଟ୍ରିଜ୍ ଆଣ୍ଡ୍ ବଏଲର୍ସ ବିଭାଗର ଉପ ନିର୍ଦ୍ଦେଶକ
Comments are closed.