ସଞ୍ଜୟ ଉବାଚ: ଦୃଷ୍ଟ ତୁ ପାଣ୍ଡବା ନିକମ୍ ବ୍ୟୁଢଂ ଦୁର୍ଯୋଧନ ସ୍ତଦା। ଆଚାର୍ଯ୍ୟମୁପସଂଗମ୍ୟ ରାଜା ବଚନମବ୍ରବୀତ।।

ସଞ୍ଜୟ କହିଲେ – ରାଜା ଦୁର୍ଯୋଧନ ପାଣ୍ଡବ ସୈନ୍ୟମାନଙ୍କୁ ବ୍ୟୁହରଚନା ପୂର୍ବକ ଅଧିଷ୍ଠିତ ଦେଖି ଗୁରୁ ଦ୍ରୋଣଚର୍ଯ୍ୟଙ୍କ ନିକଟରେ ଉପସ୍ଥିତ ହୋଇ ଏହିକଥା କହିଲେ।

(ଗୀତା ୧ମ ଅ-୨ୟ ଶ୍ଳୋକ)

Comments are closed.