ଗୀତା ମହାତ୍ମ୍ୟ: ଭବାନ ଭୀଷ୍ମଶ୍ଚ କର୍ଣ୍ଣଶ୍ଚ କୃପଶ୍ଚ ସମିତିଞ୍ଜୟ । ଅଶ୍ୱସ୍ଥମା ବିକର୍ଣ୍ଣ ଶ୍ଚ ସୌମ ଦତ୍ତସ୍ତଥୈବଚ ।।

ଭବାନ ଭୀଷ୍ମଶ୍ଚ କର୍ଣ୍ଣଶ୍ଚ କୃପଶ୍ଚ ସମିତିଞ୍ଜୟ ।
ଅଶ୍ୱସ୍ଥମା ବିକର୍ଣ୍ଣ ଶ୍ଚ ସୌମ ଦତ୍ତସ୍ତଥୈବଚ ।।

ଆମ ସୈନ୍ୟବାହିନୀରେ ସେହିପରି ଆପଣ, ଭୀଷ୍ମ, କର୍ଣ୍ଣ, କୃପ, ଅଶ୍ୱସ୍ଥମା, ବିକର୍ଣ୍ଣ ଓ ସୌମ ଦତ୍ତଙ୍କ ପୁତ୍ର ଭୁରିଶ୍ରବା ଆଦି ଅଛନ୍ତି। ଏମାନେ ସବୁବେଳେ ଯୁଦ୍ଧରେ ବିଜୟ ଲାଭ କରିଥାନ୍ତି ।

(ଗୀତା ୧ମ ଅ-୮ମ ଶ୍ଳୋକ)

Comments are closed.