Browsing Tag

Bhagavat Gita

ଗୀତା ମାହାତ୍ମ୍ୟ: ଭୋଗୈଶ୍ୱର୍ଯ୍ୟପ୍ରସକ୍ତାନାଂ ତୟାପହୃତଚେତସାମ। ବ୍ୟବସାୟାତ୍ମିକା ବୁଦ୍ଧି ସମାଧୌ ନ ବିଧିୟତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମବନ୍ଧନ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - ଭୋଗୈଶ୍ୱର୍ଯ୍ୟପ୍ରସକ୍ତାନାଂ ତୟାପହୃତଚେତସାମ। ବ୍ୟବସାୟାତ୍ମିକା ବୁଦ୍ଧି ସମାଧୌ ନ ବିଧିୟତେ।। ହେ ଅର୍ଜୁନ ! ଯେଉଁମାନେ ଭୋଗ ଓ ଐଶ୍ଵର୍ୟ୍ଯରେ ଅତ୍ୟନ୍ତ ଆସକ୍ତ, ସେହି ପୁରୁଷ…

ଗୀତା ମାହାତ୍ମ୍ୟ: ଅବ୍ୟକ୍ତାଦିନି ଭୁତାନି ବ୍ୟକ୍ତମଧ୍ୟାନି ଭାରତ। ଅବ୍ୟକ୍ତ ନିଧନାନ୍ୟେବ ତତ୍ର କା ପରିଦେବନା।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଆତ୍ମାର ପ୍ରକଟ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - ଅବ୍ୟକ୍ତାଦିନି ଭୁତାନି ବ୍ୟକ୍ତମଧ୍ୟାନି ଭାରତ। ଅବ୍ୟକ୍ତ ନିଧନାନ୍ୟେବ ତତ୍ର କା ପରିଦେବନା।। ହେ ଅର୍ଜୁନ ! ପ୍ରତ୍ୟେକ ପ୍ରାଣୀ ଜନ୍ମ ପୂର୍ବରୁ ଅପ୍ରକଟ ଥାନ୍ତି ଏବଂ ଜନ୍ମ…

ଗୀତା ମହାତ୍ମ୍ୟ: ଅୟନେଷୁ ଚ ସର୍ବେଷୁ ଯଥାଭାଗମବସ୍ଥିତଃ। ଭୀଷ୍ମମେବାଭିରକ୍ଷନ୍ତୁ ଭବନ୍ତଃ ସର୍ଵ ଏବ ହି।।

ଅୟନେଷୁ ଚ ସର୍ବେଷୁ ଯଥାଭାଗମବସ୍ଥିତଃ। ଭୀଷ୍ମମେବାଭିରକ୍ଷନ୍ତୁ ଭବନ୍ତଃ ସର୍ଵ ଏବ ହି।। ଅନୁବାଦ : ତେଣୁ ସକଳ ବ୍ୟୁହଦ୍ୱାରରେ ନିଜ ନିଜ ସ୍ଥାନରେ ରହି ଆପଣମାନେ ସମସ୍ତେ ନିଶ୍ଚିତ ଭାବରେ ଭୀଷ୍ମ ପିତାମହଙ୍କୁ ହିଁ ସକଳ ଦିଗରୁ ରକ୍ଷା କରନ୍ତୁ। (ଗୀତା ୧ମ ଅ-୧୧ଦଶ ଶ୍ଳୋକ)

ଗୀତା ମହାତ୍ମ୍ୟ: ଭବାନ ଭୀଷ୍ମଶ୍ଚ କର୍ଣ୍ଣଶ୍ଚ କୃପଶ୍ଚ ସମିତିଞ୍ଜୟ । ଅଶ୍ୱସ୍ଥମା ବିକର୍ଣ୍ଣ ଶ୍ଚ ସୌମ ଦତ୍ତସ୍ତଥୈବଚ ।।

ଭବାନ ଭୀଷ୍ମଶ୍ଚ କର୍ଣ୍ଣଶ୍ଚ କୃପଶ୍ଚ ସମିତିଞ୍ଜୟ । ଅଶ୍ୱସ୍ଥମା ବିକର୍ଣ୍ଣ ଶ୍ଚ ସୌମ ଦତ୍ତସ୍ତଥୈବଚ ।। ଆମ ସୈନ୍ୟବାହିନୀରେ ସେହିପରି ଆପଣ, ଭୀଷ୍ମ, କର୍ଣ୍ଣ, କୃପ, ଅଶ୍ୱସ୍ଥମା, ବିକର୍ଣ୍ଣ ଓ ସୌମ ଦତ୍ତଙ୍କ ପୁତ୍ର ଭୁରିଶ୍ରବା ଆଦି ଅଛନ୍ତି। ଏମାନେ ସବୁବେଳେ ଯୁଦ୍ଧରେ ବିଜୟ ଲାଭ କରିଥାନ୍ତି…

ଗୀତା ମହାତ୍ମ୍ୟ: ଅସ୍ମ।କଂ ତୁ ବିଶିଷ୍ଟା ଯେ ତାନ ନିବୋଧ ଦ୍ଵିଜୋ- ତ୍ତମ। ନାୟକା ମମ ସୈନ୍ୟସ୍ୟ ସଂଜ୍ଞାର୍ଥ ତାନ…

ଅସ୍ମ।କଂ ତୁ ବିଶିଷ୍ଟା ଯେ ତାନ ନିବୋଧ ଦ୍ଵିଜୋ- ତ୍ତମ। ନାୟକା ମମ ସୈନ୍ୟସ୍ୟ ସଂଜ୍ଞାର୍ଥ ତାନ ବ୍ରବିମି ତେ।। ହେ ଦ୍ଵିଜୋତ୍ତମ ! ଆପଣଙ୍କ ଅବଗତି ନିମିତ୍ତ ମୋର ସୈନ୍ୟ ମାନଙ୍କର ଯେଉଁମାନେ ସେନାପତି , ବିଶେଷ କରି ସୈନ୍ୟ ଚାଳନାରେ ଦକ୍ଷ , ସେମାନଙ୍କ ସମ୍ବନ୍ଧରେ କହୁଛି। (ଗୀତା ୧ମ…

ଗୀତା ମହାତ୍ମ୍ୟ: ଯୁଦ୍ଧାମନୁଶ୍ଚ ବିକ୍ରାନ୍ତ ଉତ୍ତମୌଜାଶ୍ଚ ବିର୍ଯ୍ୟବାନ। ସୌଭଦ୍ର ଦ୍ରୌପଦେୟାଶ୍ଚ ସର୍ଵ ଏବ ମହାରଥା।।

ଯୁଦ୍ଧାମନୁଶ୍ଚ ବିକ୍ରାନ୍ତ ଉତ୍ତମୌଜାଶ୍ଚ ବିର୍ଯ୍ୟବାନ। ସୌଭଦ୍ର ଦ୍ରୌପଦେୟାଶ୍ଚ ସର୍ଵ ଏବ ମହାରଥା।। ଅତ୍ୟନ୍ତ ବଳଶାଳୀ ଜୁଢ଼ ଯୁଦ୍ଧାମନୁ, ବିର୍ଯ୍ୟବାନ ଉତ୍ତମୌଜା, ସୁଭଦ୍ରାଙ୍କ ପୁତ୍ର ଏବଂ ଦ୍ରୌପଦୀଙ୍କ ପୁତ୍ରଗଣ- ଏମାନେ ସମସ୍ତେ ସେ ସୈନ୍ୟବାହିନୀରେ ଅଛନ୍ତି। ଏମାନେ ସମସ୍ତେ ବିଶିଷ୍ଟ…

ଗୀତା ମହାତ୍ମ୍ୟ: ଅତ୍ର ଶୁରା ମହେଶ୍ବାସ ଭୀମାର୍ଜୁନ ସମା ଯୁଧି। ଯୁଯୁଧାନୋ ବିରାଟଶ୍ଚ ଦ୍ରୁପଦଶ୍ଚ ମହାରଥା ।।

ଅତ୍ର ଶୁରା ମହେଶ୍ବାସ ଭୀମାର୍ଜୁନ ସମା ଯୁଧି। ଯୁଯୁଧାନୋ ବିରାଟଶ୍ଚ ଦ୍ରୁପଦଶ୍ଚ ମହାରଥା ।। ଏଠାରେ ଏ ସୈନ୍ୟବାହିନୀରେ ଭୀମ ଓ ଅର୍ଜ୍ଜୁନଙ୍କ ତୁଲ୍ୟ ଅନେକ ଧନୁର୍ଦ୍ଧର ବୀର ଅଛନ୍ତି। ପୁନଶ୍ଚ ଯୁଯୁଧାନୋ, ବିରାଟ ଏବଂ ଦ୍ରୁପଦ ଙ୍କ ପରି ଅନେକ ବିଶିଷ୍ଟ ଯୋଦ୍ଧା ଅଛନ୍ତି। (ଗୀତା ୧ମ ଅ-୪ୟ…

ଶ୍ରୀମଦ୍ ଭଗବତଗୀତା ପ୍ରଥମ ଅଧ୍ୟାୟର ସିଦ୍ଧାନ୍ତ ସାର

ଶ୍ରୀମଦ୍ ଭଗବତଗୀତା ପ୍ରଥମ ଅଧ୍ୟାୟର ନାମ 'ଅର୍ଜ୍ଜୁନ ବିଷାଦଯୋଗ ' । ଜଡ ଦେହରେ ଆତ୍ମ ବୁଦ୍ଧିରୁ ଏହି 'ବିଷାଦଯୋଗ ' ର ଉତ୍ପତ୍ତି। ଦେହାତ୍ମବୁଦ୍ଧି ବିଶିଷ୍ଟ ବ୍ୟକ୍ତିମାନେ ଦେହଧର୍ମ, କୂଳଧର୍ମ, ଜାତିଧର୍ମ ପ୍ରଭୁତି ମନୋଧର୍ମକୁ 'ସନାତନ ଧର୍ମ ' ବୋଲି ବିଚାର କରନ୍ତି। ଏମାନେ ସଂସାରକୁ ସାର…

ଶ୍ରୀମଦ ଭଗବଦ ଗୀତା କଣ, ଏହାର ରଚୟିତା କିଏ ?

ଶ୍ରୀଭଗବଦ ଅବତାର ଜଗଦଗୁରୁ ଶ୍ରୀମଦକୃଷ୍ଣ ଦୈପାୟନ ବେଦବ୍ୟାସ 'ଶ୍ରୀମଦଭଗବଦଗୀତା' ଗ୍ରନ୍ଥର ରଚୟିତା। ଏହା ତାଙ୍କ ରଚିତ ଅଷ୍ଟାଦଶ ପର୍ବତ୍ମକ ଗ୍ରନ୍ଥ ଶ୍ରୀମହାଭାରତ ଭୀଷ୍ମପର୍ବ ଅନ୍ତର୍ଗତ। କଥିତ ଅଛି ଭଗବାନ ବେଦବ୍ୟାସ ଷାଠିଏ ଲକ୍ଷ ଶ୍ଲୋକରେ ଶ୍ରୀମହାଭାରତ ରଚନା କରିଥିଲେ। ସେଥିମଧ୍ୟରୁ ତିରିଶ…

ଗୀତା ମହାତ୍ମ୍ୟ : ଏକମ ଶାସ୍ତ୍ରମ ଦେବକୀ ପୁତ୍ର ଗୀତମ ଏକୋ ଦେଵୋ ଦେବକୀ ପୁତ୍ର ଏବ । ଏକୋ ମନ୍ତ୍ର ସ୍ତସ୍ୟ ନାମାନି…

ଏକମ ଶାସ୍ତ୍ରମ ଦେବକୀ ପୁତ୍ର ଗୀତମ ଏକୋ ଦେଵୋ ଦେବକୀ ପୁତ୍ର ଏବ । ଏକୋ ମନ୍ତ୍ର ସ୍ତସ୍ୟ ନାମାନି ୟାନି କର୍ମାପୟେ କମ ତସ୍ୟ ଦେବସ୍ୟ ସେବା।। କର୍ମ ବହୁଳ ଜୀବନରେ ଅନେକ ଗ୍ରନ୍ଥ ଅଧ୍ୟୟନ କରିବାକୁ ସମୟ ନାହିଁକି ତାର ଅର୍ଥ ବୁଝିବାକୁ ସ୍ୱଳ୍ପ ବୁଦ୍ଧି ସମ୍ପର୍ଣ୍ଣ ମନୁଷ୍ୟ ପାଖରେ ସାମର୍ଥ୍ୟ…