ଗୀତା ମହାତ୍ମ୍ୟ: ଅୟନେଷୁ ଚ ସର୍ବେଷୁ ଯଥାଭାଗମବସ୍ଥିତଃ। ଭୀଷ୍ମମେବାଭିରକ୍ଷନ୍ତୁ ଭବନ୍ତଃ ସର୍ଵ ଏବ ହି।। OdiaFeaturedଓଡ଼ିଶା By Newsroom Odisha Network On Aug 17, 2021 Share ଅୟନେଷୁ ଚ ସର୍ବେଷୁ ଯଥାଭାଗମବସ୍ଥିତଃ। ଭୀଷ୍ମମେବାଭିରକ୍ଷନ୍ତୁ ଭବନ୍ତଃ ସର୍ଵ ଏବ ହି।। ଅନୁବାଦ : ତେଣୁ ସକଳ ବ୍ୟୁହଦ୍ୱାରରେ ନିଜ ନିଜ ସ୍ଥାନରେ ରହି ଆପଣମାନେ ସମସ୍ତେ ନିଶ୍ଚିତ ଭାବରେ ଭୀଷ୍ମ ପିତାମହଙ୍କୁ ହିଁ ସକଳ ଦିଗରୁ ରକ୍ଷା କରନ୍ତୁ। (ଗୀତା ୧ମ ଅ-୧୧ଦଶ ଶ୍ଳୋକ) Bhagavat Gita Share FacebookTwitterGoogle+WhatsAppEmailPinterestReddIt
Comments are closed.