ଗୀତା ମହାତ୍ମ୍ୟ: ଅୟନେଷୁ ଚ ସର୍ବେଷୁ ଯଥାଭାଗମବସ୍ଥିତଃ। ଭୀଷ୍ମମେବାଭିରକ୍ଷନ୍ତୁ ଭବନ୍ତଃ ସର୍ଵ ଏବ ହି।।

ଅୟନେଷୁ ଚ ସର୍ବେଷୁ ଯଥାଭାଗମବସ୍ଥିତଃ।

ଭୀଷ୍ମମେବାଭିରକ୍ଷନ୍ତୁ ଭବନ୍ତଃ ସର୍ଵ ଏବ ହି।।

ଅନୁବାଦ : ତେଣୁ ସକଳ ବ୍ୟୁହଦ୍ୱାରରେ ନିଜ ନିଜ ସ୍ଥାନରେ ରହି ଆପଣମାନେ ସମସ୍ତେ ନିଶ୍ଚିତ ଭାବରେ ଭୀଷ୍ମ ପିତାମହଙ୍କୁ ହିଁ ସକଳ ଦିଗରୁ ରକ୍ଷା କରନ୍ତୁ।

(ଗୀତା ୧ମ ଅ-୧୧ଦଶ ଶ୍ଳୋକ)

Comments are closed.