ଦ୍ରୁପଦ ଦ୍ରୌପଦେୟଶ୍ଚ ସର୍ବଶଃ ପୃଥିବୀ ପତେ।
ସୌଭଦ୍ରଶ୍ଚ ମହାବାହୁଃ ଶଙ୍ଖାନ ଦଧୁମ ପୃଥକ ପୃଥକ।।
ଅନୁବାଦ : ରାଜା ଦ୍ରୁପଦ, ଦ୍ରୌପଦୀଙ୍କ ପଞ୍ଚପୁତ୍ର ଏବଂ ଶୁଭଦ୍ରାଙ୍କ ପୁତ୍ର ମହାବାହୁଃ ଅଭିମନ୍ୟୁ, ହେ ରାଜନ ! ଏ ସମସ୍ତେ ସକଳ ଦିଗରୁ ପୃଥକ ପୃଥକ ଶଙ୍ଖ ବାଦନ କରିବାକୁ ଲାଗିଲେ।
( ଗୀତା ୧ମ ଅ। ୧୮ଶ ଶ୍ଳୋକ )
Comments are closed.