ଜୟନ୍ତୀରେ ମଦର ଟେରେସାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ସେବା, ଶାନ୍ତି ଓ ଦୟାର ପ୍ରତୀକ ମଦର ଟେରେସାଙ୍କ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସମାଜର ଦୁର୍ବଳ ଓ ନିଷ୍ପେସିତଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ମଦର ଟେରେସା । ଅପଚରା ଓ ଦୁର୍ବଳ ଲୋକଙ୍କ ସେବା ପାଇଁ ମଦର ଟେରେସାଙ୍କ ଜୀବନବ୍ୟାପୀ ନିଷ୍ଠା ସବୁବେଳେ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.