ପାରା ଅଲିମ୍ପିକ୍ସରେ ଖାତା ଖୋଲିଲା ଭାରତ, ଟେବୁଲ ଟେନିସରେ ରୌପ୍ୟ ଆଣିଲେ ଭବିନା ପଟେଲ

ଟୋକିଓ – ପାରା ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ମିଳିଛି । ମହିଳା ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଛନ୍ତି ଭବିନା ପଟେଲ୍ । ଫାଇନାଲରେ ଭବିନା,ଚୀନ୍ ପ୍ରତିଯୋଗୀଙ୍କଠାରୁ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ପାରା ଅଲିମ୍ପିକ୍ସର ଟେବୁଲ ଟେନିସରେ ଏହା ହେଉଛି ଭାରତର ସର୍ବପ୍ରଥମ ପଦକ ।

Comments are closed.