ଅସନ୍ତୁଷ୍ଟ ଯୁକ୍ତଦୁଇ ଛାତ୍ରଛାତ୍ରୀମାନଙ୍କ ଅଫଲାଇନ ପରୀକ୍ଷା ପାଇଁ କାଲିଠାରୁ ଆବେଦନ

ଭୁବନେଶ୍ୱର – ଅସନ୍ତୁଷ୍ଟ ଯୁକ୍ତଦୁଇ ଛାତ୍ରଛାତ୍ରୀମାନଙ୍କ ଅଫଲାଇନ ପରୀକ୍ଷା ପାଇଁ କାଲିଠାରୁ ଆବେଦନ ଆରମ୍ଭ ହେବ । ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ନିଜ ନିଜର କଲେଜ ଜରିଆରେ ପଞ୍ଜୀକରଣ ଓ ଆବେଦନ କରିପାରିବେ । କେବଳ ପ୍ରମୁଖ ବିଷୟର ପରୀକ୍ଷା ଆଧାରରରେ ଅନ୍ୟ ବିଷୟର ମୂଲ୍ୟାୟନ ହେବ । ଏହି ପରୀକ୍ଷା ପାଇଁ ଆବେଦନ କଲେ ପୂର୍ବ ଆବଂଟିତ ନମ୍ବର ରଦ୍ଦ ହୋଇଯିବ ।

Comments are closed.