ଗୀତା ମହାତ୍ମ୍ୟ: ଯେଷମର୍ଥେ କାଂକ୍ଷିତଂ ନୋ ରାଜ୍ୟମ ଭୋଗା ସୁଖାନି ଚ । ତ ଇମେ ଅବସ୍ଥିତ ଯୁଦ୍ଧେ ପ୍ରାଣାମ ସ୍ତ୍ୟକ୍ତ ଧନାନୀ ଚ।।

ଗୀତା ମହାତ୍ମ୍ୟ: ଯେଷମର୍ଥେ କାଂକ୍ଷିତଂ ନୋ ରାଜ୍ୟମ ଭୋଗା ସୁଖାନି ଚ । ତ ଇମେ ଅବସ୍ଥିତ ଯୁଦ୍ଧେ ପ୍ରାଣାମ ସ୍ତ୍ୟକ୍ତ ଧନାନୀ ଚ।।

ଅର୍ଜୁନ କହିଲେ : ହେ କୃଷ୍ଣ ! ଆମେ ଯେଉଁ ମାନଙ୍କ ପାଇଁ ରାଜ୍ୟ, ଭୋଗ ତଥା ସୁଖ ଆଦି ଅଭିଳାଷ କରୁଛୁ, ସେମାନେ ସମସ୍ତେ ଧନ ଓ ଜୀବନ ର ଆଶା ପରିତ୍ୟାଗ କରି ଯୁଦ୍ଧ କରିବାକୁ ଠିଆ ହୋଇଛନ୍ତି !

( ଗୀତା ୧ମ ଅ। ୩୩ଶ ଶ୍ଳୋକ )

Comments are closed.