ବିଏମସିର ଟିକାକରଣ ମାଇଲଖୁଣ୍ଟ, ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସଂପୂର୍ଣ୍ଣ ଟିକାକରଣ

ଭୁବନେଶ୍ୱର – କୋଭିଡ ଟିକାକରଣରେ ଭୁବନେଶ୍ୱର ମହାନଗର ନିଗମ-ବିଏମସି ଆଉ ଏକ ମାଇଲଖୁଂଟ ଅତିକ୍ରମ କରିଛି । ଭୁବନେଶ୍ୱରରେ ୧୦ ଲକ୍ଷରୁ ଅଧିକ ଯୋଗ୍ୟ ଲୋକଙ୍କୁ ସଫଳତାର ସହ କୋଭିଡର ଦୁଇ ଡୋଜ୍ ଟିକା ଦିଆଯାଇଛି । କୋଭିଡ ମହାମାରୀ ବିରୋଧରେ ଲଢେଇରେ ସହଯୋଗ କରିଥିବାରୁ ଭୁବନେଶ୍ୱରବାସୀଙ୍କୁ ଧନ୍ୟବାଦ ଜଣାଇଛି ବିଏମସି ।

Comments are closed.