ଗୀତା ମହାତ୍ମ୍ୟ: କୁଳକ୍ଷୟେ ପ୍ରଣଶ୍ୟନ୍ତି କୁଳଧର୍ମ ସନାତନ। ଧର୍ମେ ନଷ୍ଟେ କୂଳମ କୃଷ୍ଣମଧର୍ମଅଭିଭଵଚ୍ୟୁତ।।

ଗୀତା ମହାତ୍ମ୍ୟ: କୁଳକ୍ଷୟେ ପ୍ରଣଶ୍ୟନ୍ତି କୁଳଧର୍ମ ସନାତନ। ଧର୍ମେ ନଷ୍ଟେ କୂଳମ କୃଷ୍ଣମଧର୍ମଅଭିଭଵଚ୍ୟୁତ।।

ଅର୍ଜୁନ କହିଲେ : ହେ ମାଧବ !  କୁଳନାଶ ହେଲେ ସନାତନ କୂଳଧର୍ମ ନଷ୍ଟ ହୋଇଯାଏ। ଧର୍ମ ନଷ୍ଟ ହୋଇଗଲେ , ସମୁଦାୟ କୂଳକୁ ପାପ ମଧ୍ୟ ବିଶେଷ ଭାବରେ ବ୍ୟାପୀ ଯାଇଥାଏ।

(  ଗୀତା ୧ମ ଅ। ୪୦ଶ ଶ୍ଳୋକ  )

 

Comments are closed.