ପ୍ରଧାନମନ୍ତ୍ରୀ ଆବାସ ଟଙ୍କା ଆତ୍ମସାତ ଅଭିଯୋଗରେ ତିହିଡି ବ୍ଲକ ଅଫିସ କିରାଣୀଙ୍କ ବିରୋଧରେ ଭିଜିଲାନ୍ସ ଚଢାଉ

ଭଦ୍ରକ- ଭିିଜିଲାନ୍ସ ଜାଲରେ ଧରାପଡିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ କାର୍ଯ୍ୟାଳୟର କିରାଣୀ ପ୍ରଭାକର ପ୍ରଧାନ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ଆତ୍ମସାତ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ପରେ ଭିଜିଲାନ୍ସ ଚଢାଉ କରିଛି । ତାଙ୍କ ଅଫିସ ଓ ବାଲେଶ୍ୱର ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଭିଜିଲାନ୍ସର ୨ଟି ଟିମ୍ ଚଢାଉରେ ସାମିଲ ହୋଇ ପ୍ରଭାକରଙ୍କୁ ପଚରାଉଚରା କରିଛନ୍ତି ।

Comments are closed.