ଗୌତମ ଦାସ ଜେଇଇ ମେନ ୨୦୨୧ର ଓଡିଶା ଟପ୍ପର 

ଭୁବନେଶ୍ୱର-ଏନଟିଏ ଦ୍ୱାରା ପରିଚାଳିତ ଜେଇଇ ମେନ୍ ୨୦୨୧ରେ ଗୌତମ ଦାସ ଓଡିଶା ଟପ୍ପର ହୋଇଛନ୍ତି । ବାଲେଶ୍ୱରର ବାସିନ୍ଦା ଗୌତମ ଭୁବନେଶ୍ୱରର ସାଇ ଇଂଟରନ୍ୟାସନାଲ ସ୍କୁଲରେ ପଢୁଥିଲେ । ତାନ୍ୟା ଦୀକ୍ଷିତ ମହିଳାଙ୍କ ଶ୍ରେଣୀରେ ଓଡିଶା ଟପ୍ପର ହୋଇଛନ୍ତି । ସେ ୯୯ ଦଶମିକ ୮ ପ୍ରତିଶତ ମାର୍କ ରଖିଛନ୍ତି । ଜେଇଇ ମେନ ୨୦୨୧ରେ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ନମ୍ବର ରଖିଛନ୍ତି ।

Comments are closed.