ଗୀତା ମହାତ୍ମ୍ୟ: ଉତ୍ସନ୍ନକୁଳଧର୍ମାଣମ ମନୁଷ୍ୟଣମ ଜନାର୍ଦ୍ଧନ। ନରକେ ନିୟତଂ ବାସୋ ଭାବତି ତ୍ୟାନୁଶୁଶ୍ରୁନଂ।। FeaturedOdiaଓଡ଼ିଶା By Newsroom Odisha Network On Sep 17, 2021 Share ଗୀତା ମହାତ୍ମ୍ୟ: ଉତ୍ସନ୍ନକୁଳଧର୍ମାଣମ ମନୁଷ୍ୟଣମ ଜନାର୍ଦ୍ଧନ। ନରକେ ନିୟତଂ ବାସୋ ଭାବତି ତ୍ୟାନୁଶୁଶ୍ରୁନଂ।। ଅର୍ଜୁନ କହିଲେ : ହେ ଜନାର୍ଦ୍ଧନ ! ଯେଉଁମାନଙ୍କର କୂଳଧର୍ମ ନଷ୍ଟ ହୋଇଯାଇଛି, ସେମାନଙ୍କର ଅନିଶ୍ଚିତ କାଳ ପର୍ଯ୍ୟନ୍ତ ନରକ ବାସ ହୁଏ ବୋଲି ଆମେ ଶୁଣିଛୁ। ( ଗୀତା ୧ମ ଅ। ୪୪ଶ ଶ୍ଳୋକ ) Share FacebookTwitterGoogle+WhatsAppEmailPinterestReddIt
Comments are closed.