ଗୀତା ମହାତ୍ମ୍ୟ: କ୍ଳିବଂମା ସ୍ମ ଗମଃ ପାର୍ଥ ନୈତତ୍ତ୍ୱ ଜୟୁଉପ ପଦ୍ୟତେ। କ୍ଷୁଦ୍ର ହୃଦୟ ଦୌର୍ବଲ୍ୟମ ତ୍ୟକ୍ତତ୍ତିଷ୍ଟ ପରନ୍ତପ।।

ଗୀତା ମହାତ୍ମ୍ୟ: କ୍ଳିବଂମା ସ୍ମ ଗମଃ ପାର୍ଥ ନୈତତ୍ତ୍ୱ ଜୟୁଉପ ପଦ୍ୟତେ। କ୍ଷୁଦ୍ର ହୃଦୟ ଦୌର୍ବଲ୍ୟମ ତ୍ୟକ୍ତତ୍ତିଷ୍ଟ ପରନ୍ତପ।।

ଭଗବାନ କହିଲେ : ହେ ଅର୍ଜୁନ ! ନମ୍ପୁସକତା ପ୍ରାପ୍ତ ହୁଅନାହିଁ। ତୁମ ପକ୍ଷରେ ଏହା ଉଚିତ ନୁହେଁ। ହେ ଶତ୍ରୁତାପନ! ତୁମେ ତୁମ ହୃଦୟ ର ତୁଚ୍ଛ ଦୁର୍ବଳ ତା କୁ ତ୍ୟାଗ କରି ଯୁଦ୍ଧ କରିବାକୁ ଠିଆ ହୋଇ ଯାଅ।।

( ଗୀତା ୨ୟ ଅ। ୩ୟ ଶ୍ଳୋକ )

Comments are closed.