ମୁଣ୍ଡଳୀରେ ଫସିଛି ଦନ୍ତା ହାତୀ, ଉଦ୍ଧାର କାର୍ଯ୍ୟ ଆରମ୍ଭ

କଟକ- ମହାନଦୀ ପାଣିରେ ଭାସିଯାଇ ଗୋଟିଏ ଦନ୍ତା ହାତୀ ମୁଣ୍ଡଳୀ ବ୍ୟାରେଜ ନିକଟରେ ଫସି ରହିଛି । ଆଜି ସକାଳୁ ସକାଳୁ ଆଠଗଡ ନିକଟ ମହାନଦୀରେ ହାତୀଟି ପାର ହେଉଥିଲା ବେଳେ ପ୍ରଖର ସ୍ରୋତ ଯୋଗୁଁ ଭାସିଯାଇଥିଲା । ହାତୀଟି ମୁଣ୍ଡଳୀ ବ୍ରିଜ ନିକଟରେ ଲାଖି ରହିଛି । ମୁଣ୍ଡଳି ବ୍ରିଜରେ ଲାଗିଥିବା ହାତୀଟିକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ଓ ବନ ବିଭାଗ କର୍ମଚାରୀ ଅପରେସନ ଆରମ୍ଭ କରିଛନ୍ତି ।

Comments are closed.