ଭୁବନେଶ୍ୱର – ମୁଣ୍ଡଳୀରେ ହାତୀ ଉଦ୍ଧାର ଅପରେସନ ବେଳେ ଓଡ୍ରାଫ ବୋଟ୍ ବୁଡିଯିବାରୁ ପ୍ରାଣ ହରାଇଥିବା ଟିଭି ନ୍ୟୁଜ ଚ୍ୟାନେଲ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଏହି ସୂଚନା ଦେଇଛନ୍ତି ।
Hon’ble CM Shri. Naveen Patnaik has sanctioned Rupees Four Lakhs from the Odisha Working Journalist Welfare Fund to the family of journalist Late Shri. Arindam Das who passed away yesterday in a tragic incident. @CMO_Odisha @Naveen_Odisha @IPR_Odisha @MoSarkar5T
— Manas Mangaraj (@manasrmangaraj) September 25, 2021
Comments are closed.