ଗୀତା ମହାତ୍ମ୍ୟ: ନ ଚୈତଦବିଦ୍ମହ କତରନ୍ନ ଗରୀୟୋ ଯଦବା ଜୟେମ ଯଦି ବା ନୋ ଜୟେୟୁ । ଯାନେବ ହତ୍ବା ନ ଜୀଜିବିଷମ- ସ୍ଟେ ଅବସ୍ଥିତା ପ୍ରମୁଖେ ଧାର୍ତ୍ତରାଷ୍ଟ୍ର।।

ଗୀତା ମହାତ୍ମ୍ୟ: ନ ଚୈତଦବିଦ୍ମହ କତରନ୍ନ ଗରୀୟୋ ଯଦବା ଜୟେମ ଯଦି ବା ନୋ ଜୟେୟୁ । ଯାନେବ ହତ୍ବା ନ ଜୀଜିବିଷମ- ସ୍ଟେ ଅବସ୍ଥିତା ପ୍ରମୁଖେ ଧାର୍ତ୍ତରାଷ୍ଟ୍ର।।

ଅର୍ଜୁନ କହିଲେ : ଆମର ଯୁଦ୍ଧ କରିବା ଓ ନ କରିବା – ଏ ଦୁଇଟି ମଧ୍ୟରୁ କେଉଁଟି ଶ୍ରେଷ୍ଠ, ଆମେ ତାହା ଜାଣିନାହୁଁ; ଆମେ ସେମାନଙ୍କୁ ଜିତିବୁ, କି ସେମାନେ ଆମକୁ ଜିତିବେ, ତାହା ମଧ୍ୟ ଜାଣି ନାହୁଁ ; ଯେଉଁମାନଙ୍କୁ ମାରି ଆମେ ବଞ୍ଚିବାକୁ ଇଛା ମଧ୍ୟ କରୁ ନାହୁଁ, ଆମର ସେହି ଆତ୍ମୀୟ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ହିଁ ଆମ ସମ୍ମୁଖରେ ଯୁଦ୍ଧ କରିବାକୁ ଠିଆ ହୋଇଛନ୍ତି।

(ଗୀତା ୨ୟ ଅ। ୬ଷ୍ଠ ର୍ଶ୍ଳୋକ )

 

Comments are closed.