ପିପିଲି ଭୋଟ୍ : ଦ୍ୱିତୀୟ ରାଉଣ୍ଡ ଗଣତି ପରେ ବିଜେଡି ୩୨୧୩ ଭୋଟରେ ଆଗୁଆ

ପିପିଲି – ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ,ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କଠାରୁ ୩ ହଜାର ୨୧୩ ଭୋଟରେ ଆଗୁଆ ରହିଛନ୍ତି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡିକୁ ୯ ହଜାର ୩୦ ଭୋଟ୍ ମିଳିଥିବା ବେଳେ ବିଜେପି ପାଇଛି ୫ ହଜାର ୭୧୩ ଭୋଟ୍ । କଂଗ୍ରେସକୁ ମିଳିଛି ୯୮୧ ଭୋଟ୍ । ଏଥର ପିପିଲିରେ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

Comments are closed.