ପୌର ନିର୍ବାଚନରେ ଆସନ ସ୍ଥାନ ସଂରକ୍ଷଣ ନେଇ ଆଇନ ବିଭାଗ ଜାରି କଲା ଗେଜେଟ ବିଜ୍ଞପ୍ତି

ଭୁବନେଶ୍ୱର- ଆଗାମୀ ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ନେଇ ଆଇନ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ସୀମା ୨୭ ପ୍ରତିଶତ ମଧ୍ୟରେ ରହିବ । ସର୍ବୋଚ୍ଚ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ । ମହାନଗର ନିଗମର ମେୟର ଓ ପୌରସଂସ୍ଥାର ଅଧ୍ୟକ୍ଷ ପଦବୀ ପାଇଁ ପଛୁଆବର୍ଗଙ୍କ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ରହିବ ।

Comments are closed.