ପ୍ରାତଃ ଭ୍ରମଣ ବେଳେ ଧକ୍‌କା ମାରିଲା ଅଜଣା ଗାଡି, ୨ ମହିଳା ମୃତ, ଜଣେ ଗୁରୁତର

ନୟାଗଡ – ପ୍ରାତଃ ଭ୍ରମଣ ବେଳେ ଦୁର୍ଘଟଣା ଘଟି ୨ ମହିଳାଙ୍କ ମୃତ୍ୟୁ ହୋଇଛି । ନୟାଗଡ ନୂଆଗାଁ ବ୍ଲକ ସଁପଡାରେ ଘଟିଛି ଏହି ଘଟଣା । ପ୍ରାତଃ ଭ୍ରମଣ ବେଳେ ଅଜଣା ଗାଡି ଧକ୍‌କାରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ସଁପଡା ଗାଁର ଟିକିନା ପ୍ରଧାନ ଓ ମାନସୀ ମାର୍ଥା । ଗାଡି ଧକ୍‌କାରେ ସୁରୁବାଳା ପରିଡା ଗୁରୁତର ଆହତ ହୋଇଛନ୍ତି । ୫୭ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା ।

Comments are closed.