ଗୀତା ମାହାତ୍ମ୍ୟ: ଆଶ୍ଚର୍ଯ୍ୟବତପଶ୍ୟତି କଶ୍ଚିଦେନ ଆଶ୍ଚର୍ଯ୍ୟବତବଦତି। ତଥୈବ ଚାନ୍ୟ। ଆଶ୍ଚର୍ଯ୍ୟବଚୈ ନମନ୍ୟହ ଶ୍ରୁନୋତି ଶ୍ରୁତ୍ଵପ୍ୟାନଂ ବେଦ ନ ଚୈବ କଶ୍ଚିତ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଆତ୍ମାକୁ କିଏ କିପରି ଦେଖନ୍ତି ସେହି ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଆଶ୍ଚର୍ଯ୍ୟବତପଶ୍ୟତି କଶ୍ଚିଦେନ ଆଶ୍ଚର୍ଯ୍ୟବତବଦତି। ତଥୈବ ଚାନ୍ୟ। ଆଶ୍ଚର୍ଯ୍ୟବଚୈ  ନମନ୍ୟହ   ଶ୍ରୁନୋତି
ଶ୍ରୁତ୍ଵପ୍ୟାନଂ ବେଦ ନ ଚୈବ କଶ୍ଚିତ।।

ହେ  ଅର୍ଜୁନ ! କୌଣସି ଜଣେ ମହାପୁରୁଷ ଏହି ଆତ୍ମାକୁ ଆଶ୍ଚର୍ଯ୍ୟ ପରି ଦେଖନ୍ତି ତ ଅନ୍ୟ କେହି ମହାପୁରୁଷ ଏହାର ତତ୍ତ୍ୱକୁ ଆଶ୍ଚର୍ଯ୍ୟ ପରି ବର୍ଣ୍ଣନା କରନ୍ତି। ଅନ୍ୟକେହି ଅଧିକାରୀ ପୁରୁଷ ଏହାକୁ ଆଶ୍ଚର୍ଯ୍ୟ ପରି ଶୁଣନ୍ତି। ଏବଂ ଅନ୍ୟକେହି ଏହାକୁ ଶୁଣି ମଧ୍ୟ ଜାଣି ପାରନ୍ତି ନାହିଁ।

(ଗୀତା ୨ୟ ଅ। ୨୯ଶ ର୍ଶ୍ଳୋକ )

Comments are closed.