ଗୀତା ମାହାତ୍ମ୍ଯ: ସ୍ବଧର୍ମମପି ଚାବେକ୍ଷ ନ ବିକମ୍ପି ତୁ ମର୍ହସି। ଧର୍ମୟାଦ୍ଧି ଯୁଦ୍ଧେଛେୟୋଅନ୍ୟତ କ୍ଷତ୍ରିୟସ୍ୟ ନ ବିଦ୍ୟତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କ୍ଷତ୍ରିୟର ଧର୍ମ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ସ୍ବଧର୍ମମପି ଚାବେକ୍ଷ ନ ବିକମ୍ପି ତୁ ମର୍ହସି।
ଧର୍ମୟାଦ୍ଧି ଯୁଦ୍ଧେଛେୟୋଅନ୍ୟତ କ୍ଷତ୍ରିୟସ୍ୟ ନ ବିଦ୍ୟତେ।।

ହେ ଅର୍ଜୁନ ! ନିଜର ଧର୍ମ ଦୃଷ୍ଟିରୁ ବି ତୁମେ ଭୟ କରିବା ଉଚିତ ନୁହେଁ। କାରଣ କ୍ଷତ୍ରିୟ ନିମନ୍ତେ ଧର୍ମଯୁଦ୍ଧ ଠାରୁ ବଳି ଆଉ କଲ୍ୟାଣକାରୀ କର୍ତ୍ତବ୍ୟ ଆଉ କିଛି ନାହିଁ।

(ଗୀତା ୨ୟ ଅ। ୩୧ଶ ର୍ଶ୍ଳୋକ )

Comments are closed.