ଓଡିଶା ଜୁନିଅର ମହିଳା ହକି ଦଳର ଆଉ ଏକ ବୃହତ ବିଜୟ

ଝାନସୀ –ଜାତୀୟ ଜୁନିଅର ମହିଳା ହକି ଚାମ୍ପିଅନସିପରେ ଓଡିଶା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ନିଜର ତୃତୀୟ ମ୍ୟାଚରେ ଓଡିଶା ଦଳ ମଧ୍ୟପ୍ରଦେଶକୁ ୯-୦ ଗୋଲରେ ଶୋଚନୀୟ ଭାବେ ପରାସ୍ତ କରିଛି । ଓଡିଶା ପକ୍ଷରୁ ଅଧିନାୟିକା ଜ୍ୟୋତି ଛତ୍ରୀ ଓ ନେହା ଲାକ୍ରା ଦୁଇଟି ଲେଖାଏଁ ଗୋଲ୍ ସ୍କୋର କରିଥିଲେ ।

Comments are closed.