ଗୀତା ମାହାତ୍ମ୍ୟ: ହତୋବା ପ୍ରାପ୍ୟସ୍ୟସି ସ୍ୱର୍ଗମ ଜିତ୍ଵବା ଭୋକ୍ଷ୍ୟସେ ମହୀମ। ତସ୍ମାଦୁତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତ ନିଶ୍ଚୟଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଯୁଦ୍ଧର ଧର୍ମ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ହତୋବା ପ୍ରାପ୍ୟସ୍ୟସି ସ୍ୱର୍ଗମ ଜିତ୍ଵବା ଭୋକ୍ଷ୍ୟସେ ମହୀମ।
ତସ୍ମାଦୁତିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତ ନିଶ୍ଚୟଃ।।

ହେ ଅର୍ଜୁନ ! ତୁମେ ଯୁଦ୍ଧରେ ନିହତ ହେଲେ ସ୍ଵର୍ଗରେ ସ୍ଥାନ ପାଇବ; ଯଦି ବା ଯୁଦ୍ଧରେ ବିଜୟ ଲାଭ କର ଏହି ଭୂମଣ୍ଡଳରେ ରାଜ୍ୟ ଭୋଗ କରିବ। ତେଣୁ ତୁମେ ଯୁଦ୍ଧ କରିବାକୁ ସଂକଳ୍ପବଦ୍ଧ ହୋଇ ଦଣ୍ଡାୟମାନ ହୋଇଯାଅ।।

(ଗୀତା ୨ୟ ଅ। ୩୭ଶ ର୍ଶ୍ଳୋକ )

Comments are closed.