ଗୀତା ମାହାତ୍ମ୍ୟ: ନେହାଭିକ୍ରମନାଶୋଅସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ। ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମବନ୍ଧନ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ନେହାଭିକ୍ରମନାଶୋଅସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ। ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ।।

ହେ ଅର୍ଜୁନ ! ଏହି କର୍ମଯୋଗରେ ଆରମ୍ଭର ଅର୍ଥାତ ବୀଜର ନଷ୍ଟ ହୁଏନାହିଁ। ଏବଂ ବିପରୀତ ଫଳ ରୂପକ ଦୋଷ ମଧ୍ୟ ଏଥିରେ ହୁଏନାହିଁ। ବରଂ ଏହି କର୍ମଯୋଗ ରୂପକ ଧର୍ମ ସାମାନ୍ୟ ମାତ୍ର ସାଧନା ବି ଜନ୍ମ-ମୃତ୍ୟୁ ରୂପକ ବିରାଟ ଭୟରୁ ରକ୍ଷା କରିଦିଏ ।

(ଗୀତା ୨ୟ ଅ। ୪୦ଶ ର୍ଶ୍ଳୋକ )

Comments are closed.