ଭିଜିଲାନ୍ସ ଜାଲରେ ଆଉ ଜଣେ ଥାନା ବାବୁ

ଭୁବନେଶ୍ୱର- ଆଉ ଜଣେ ଥାନା ବାବୁ ଏବେ ଭିଜିଲାନ୍ସ ଜାଲରେ । ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ପରେ ଏବେ ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଫସିଛନ୍ତି ଜଣେ ଫାଣ୍ଡି ଅଧିକାରୀ । ଢେଙ୍କାନାଳ ଜିଲ୍ଲା ମହାବିରୋଡ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ସାମଲଙ୍କ ୭ଟି ଘର ଓ ଫାର୍ମ ହାଉସରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ।ଏ ନେଇ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି ।

Comments are closed.