ଗୀତା ମାହାତ୍ମ୍ୟ: ଭୋଗୈଶ୍ୱର୍ଯ୍ୟପ୍ରସକ୍ତାନାଂ ତୟାପହୃତଚେତସାମ। ବ୍ୟବସାୟାତ୍ମିକା ବୁଦ୍ଧି ସମାଧୌ ନ ବିଧିୟତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମବନ୍ଧନ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଭୋଗୈଶ୍ୱର୍ଯ୍ୟପ୍ରସକ୍ତାନାଂ ତୟାପହୃତଚେତସାମ।
ବ୍ୟବସାୟାତ୍ମିକା ବୁଦ୍ଧି ସମାଧୌ ନ ବିଧିୟତେ।।

ହେ ଅର୍ଜୁନ ! ଯେଉଁମାନେ ଭୋଗ ଓ ଐଶ୍ଵର୍ୟ୍ଯରେ ଅତ୍ୟନ୍ତ ଆସକ୍ତ, ସେହି ପୁରୁଷ ମାନଙ୍କର ପରମାତ୍ମାଙ୍କ ଠାରେ ନିଶ୍ଚୟତ୍ମିକା ବୁଦ୍ଧି ହୁଏ ନାହିଁ ।

(ଗୀତା ୨ୟ ଅ। ୪୪ଶ ର୍ଶ୍ଳୋକ )

Comments are closed.