ଗୀତା ମାହାତ୍ମ୍ୟ: କର୍ମଜଂ ବୁଦ୍ଧିଯୁକ୍ତ ହି ଫଳମ ତ୍ୟକ୍ତ ମନିଷିଣ। ଜନ୍ମବନ୍ଧ ବିନିର୍ମୁକ୍ତ ପଦଂ ଗଛନ୍ତ୍ୟନାମୟମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

କର୍ମଜଂ ବୁଦ୍ଧିଯୁକ୍ତ ହି ଫଳମ ତ୍ୟକ୍ତ ମନିଷିଣ।
ଜନ୍ମବନ୍ଧ ବିନିର୍ମୁକ୍ତ ପଦଂ ଗଛନ୍ତ୍ୟନାମୟମ।।

ହେ ଅର୍ଜୁନ ! ସମବୁଦ୍ଧିରେ ଯୁକ୍ତ ଜ୍ଞାନିଜନମାନେ କର୍ମଦ୍ୱାରା ଉତ୍ପନ୍ନ ହେଉଥିବା ଫଳ ତ୍ୟାଗକରି, ଜନ୍ମ ରୂପକ ବନ୍ଧନରୁ ମୁକ୍ତ ହୋଇ ନିର୍ବିକାର ପରମ ପଦ ପ୍ରାପ୍ତ ହୋଇ ଯାଆନ୍ତି।

(ଗୀତା ୨ୟ ଅ। ୫୧ଶ ର୍ଶ୍ଳୋକ )

Comments are closed.