ଗୃହ ଓ ନଗର ଉନ୍ନୟନ ବିଭାଗକୁ ମିଳିଳା ୩ ଆଇଏସସି-ଏଫଆଇସିସିଆଇ-୨୦୨୧ ପୁରସ୍କାର

ଭୁବନେଶ୍ୱର- ଆଇଏସସି-ଏଫଆଇସିସିଆଇ-୨୦୨୧ ପରିମଳ ପୁରସ୍କାର ଜିତିଥିବାରୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭାଗକୁ ୩ଟି ପୁରସ୍କାର ମିିଳିଛି । ବିଭାଗ ଅଧିନରେ ଥିବା ଓଡିଶା ୱାଟ୍‌କୋକୁ ସଫେଇ କର୍ମୀଙ୍କ ପାଇଁ ଗରିମା ଯୋଜନା ପାଇଁ ପୁରସ୍କାର ମିଳିଛି । ଢେଙ୍କାନାଳ ପୌରପାଳିକାକୁ ଶ୍ରେଷ୍ଠ ଏଫଏସଏସଏମ ମଡେଲ ପୁରସ୍କାର ମିଳିଥିବା ବେଳେ ବହୁଚରମାତା ଟ୍ରାନସଜେଣ୍ଡର ଏସଏଚଜି ସେପଟେଜ୍ ପରିଚାଳନା ପାଇଁ ପୁରସ୍କୃତ ହୋଇଛି ।

Comments are closed.