ଗୀତା ମାହାତ୍ମ୍ୟ: ଶୃତିବିପ୍ରତିପନ୍ନା ତେ ଯଦା ସ୍ଥାସ୍ୟତି ନିଶ୍ଚଳା। ସମାଧାବଚଳା ବୁଦ୍ଧିସ୍ତଦା ଯୋଗ ମବାପସ୍ୟସି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: –

ଶୃତିବିପ୍ରତିପନ୍ନା ତେ ଯଦା ସ୍ଥାସ୍ୟତି ନିଶ୍ଚଳା।
ସମାଧାବଚଳା ବୁଦ୍ଧିସ୍ତଦା ଯୋଗ ମବାପସ୍ୟସି।।

ହେ ଅର୍ଜୁନ ! ବିଭିନ୍ନ ପ୍ରକାର କଥା ଶୁଣିଶୁଣି ବିଚଳିତ ହୋଇଯାଇଥିବା ତୁମର ବୁଦ୍ଧି ଯେତେବେଳେ ପରମାତ୍ମାଙ୍କ ଠାରେ ଅଚଳ ଓ ସ୍ଥିର ହୋଇଯିବ, ସେତେବେଳେ ତୁମେ ଯୋଗପ୍ରାପ୍ତ ହୋଇଯିବ, ଅର୍ଥାତ ପରମାତ୍ମାଙ୍କ ସହିତ ତୁମର ନିତ୍ୟ ସଂଯୋଗ ହୋଇଯିବ।

(ଗୀତା ୨ୟ ଅ। ୫୩ଶ ର୍ଶ୍ଳୋକ )

Comments are closed.