ଭୁବନେଶ୍ୱର- ପୌର ନିର୍ବାଚନ ପାଇଁ ଭୁବନେଶ୍ୱର ମହାନଗର ନିଗମର ସଂରକ୍ଷଣ ତାଲିକା ଚୂଡାନ୍ତ ହୋଇଛି । ନଗର ଉନ୍ନୟନ ବିଭାଗକୁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରଦାନ କରିିଛି ବିଏମସି । ୨୦୧୧ ଜନସଂଖ୍ୟା ଅନୁସାରେ ହିଁ ପୌର ନିର୍ବାଚନ ହେବ । ୱାର୍ଡ ସଂଖ୍ୟା ନ ବଢି ପୂର୍ବଭଳି ୬୭ରେ ରହିବ । ଏଥର ନିର୍ବାଚନରେ ଭୁବନେଶ୍ୱର ମହାନଗର ନିଗମରେ ୬ଟି ପଞ୍ଚାୟତ ସାମିଲ ହେବ ।
Comments are closed.