ରାଜ୍ୟରେ ଆଉ ୨୨୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୨୨୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୨୮ ଓ ସ୍ଥାନୀୟ ସଂକ୍ରମଣରୁ ୯୮ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୩ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୪ ଆକ୍ରାନ୍ତ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି । କଟକରୁ ୧୫, ସୁନ୍ଦରଗଡରୁ ୧୧, ବାଲେଶ୍ୱରରୁ ୧୦, ଯାଜପୁରରୁ ୮, ସମ୍ବଲପୁରରୁ ୭, ମୟୂରଭଞ୍ଜରୁ ୬, ଭଦ୍ରକରୁ ୪, ଜଗତସିଂହପୁରରୁ ୪, କଳାହାଣ୍ଡିରୁ ୩, କେନ୍ଦ୍ରାପଡାରୁ ୩ ନୟାଗଡରୁ ୩, ଗଞ୍ଜାମରୁ ୨, ମାଲକାନଗିରିରୁ ୨, କୋରାପୁଟରୁ ୨, ବରଗଡରୁ ୧, ବୌଦ୍ଧରୁ ୧, ପୁରୀରୁ ୧, ଦେବଗଡରୁ ୧, ବୌଦ୍ଧରୁ ୧, ବରଗଡରୁ ୧, ଢେଙ୍କାନାଳରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୧୦ଟି ଜିଲ୍ଲାରୁ ଦିନକରେ କୌଣସି ମାମଲା ଆସିନ ଥିବା ବେଳେ ଷ୍ଟେଟ ପୁଲ୍‌ରୁ ୨୭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କୋରୋନା ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୧୦ ଲ୭ ୪୬ ହଜାର ୮୮କୁ ବୃଦ୍ଧି ପାଇଛି । ୧୦ ଲକ୍ଷ ୩୪ ହଜାର ୯୯୫ ଜଣ କୋରୋନାକୁ ମାତ୍ ଦେଇଛନ୍ତି । ସକ୍ରିୟ ମାମଲା ରହିଛି ୨ ହଜାର ୬୫୭ ।

Comments are closed.