ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଫସିଲେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସ୍‌ର ହେଡ୍ କ୍ଲର୍କ

ସୋନପୁର – ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସ୍‌ର ହେଡ୍ କ୍ଲର୍କ ଭିଜିଲାନ୍ସ ଚଢାଉର ସମ୍ମୁଖୀନ ହୋଇଛନ୍ତି । ହେଡ୍ କ୍ଲର୍କ ରମେଶ କୁମାର ନାଗଙ୍କ ଘର ସମେତ ୩ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ସୁବର୍ଣ୍ଣପୁର ଅଫିସରେ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରହିିଛି । ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Comments are closed.