ଗୀତା ମାହାତ୍ମ୍ୟ: ଗୀତା ଉପଦେଶବ୍ୟାମିଶ୍ରେଣେବ ବାକ୍ୟେନ ବୁଦ୍ଧି ମୋହୟସିବ ମେ। ତଦେକଂ ବଦ ନିଶ୍ଚିତ୍ୟ ଯେନ ଶ୍ରେୟଅହ ମାଂପ୍ନୁୟାମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଶ୍ରୀକୃଷ୍ଣଙ୍କୁ ଜ୍ଞାନ ଅପେକ୍ଷା କର୍ମରେ ପ୍ରବୃତ୍ତ ହେବା ପାଇଁ କାହିଁକି କହୁଛନ୍ତି ବୋଲି ପ୍ରଶ୍ନକରି ପଚାରୁଛନ୍ତୁ : –

ବ୍ୟାମିଶ୍ରେଣେବ ବାକ୍ୟେନ
ବୁଦ୍ଧି ମୋହୟସିବ ମେ।
ତଦେକଂ ବଦ ନିଶ୍ଚିତ୍ୟ ଯେନ
ଶ୍ରେୟଅହ ମାଂପ୍ନୁୟାମ।।

ହେ ଜନାର୍ଦ୍ଦନ ! ଆପଣ ଗୋଳମାଳିଆ କଥା ଦ୍ୱାରା ମୋର ବୁଦ୍ଧି ମୋହିତ ପ୍ରାୟ କରିଦେଉଛନ୍ତି। ତେଣୁ ନିଶ୍ଚୟ କରି ଗୋଟିଏ କଥା କୁହନ୍ତୁ। ଯାହାଦ୍ୱାରା ମୁଁ କଲ୍ୟାଣ ପ୍ରାପ୍ତ ହୋଇପାରିବି।

( ଇତି ଗୀତା ୩ୟ ଅ। ୨ୟ ଶ୍ଲୋକ )

Comments are closed.