ବାତ୍ୟା ଅପଡେଟ୍ : ଗଭୀର ଅବପାତରେ ପରିଣତ ହେଲା ଅବପାତ

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟାର ସ୍ଥିତି ନେଇ ପାଣିପାଗ ବିଭାଗର ସୂଚନା । ବିଶାଖାପାଟଣାଠାରୁ ୫୮୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ । ଗୋପାଳପୁରଠାରୁ ୬୭୦ ଓ ପାରାଦୀପଠାରୁ ୭୬୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୩୨ କିଲୋମିଟର ବେଗରେ ଅଗ୍ରସର ହେଉଛି ଡିପ୍ ଡିପ୍ରେସନ । ଆଜି ସକାଳେ ଅବପାତ ଗଭୀର ଅବପାତରେ ପରିଣତ ହୋଇଥିଲା ।

Comments are closed.