‘ମୋ ସରକାର’, ଭୁବନେଶ୍ୱର ଜମି ସୂଚନା ବ୍ୟବସ୍ଥାକୁ କେନ୍ଦ୍ରର ପ୍ରଶଂସା

ଭୁବନେଶ୍ୱର- ସୁଶାସନ ଅନୁକରଣ ସଂପର୍କିତ ଆଞ୍ଚଳିକ ସମ୍ମିଳନୀର ଉଦଯାପନୀ ଦିବସରେ କେନ୍ଦ୍ର ପ୍ରଶାସନିକ ସଂସ୍କାର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ରାଜ୍ୟରେ ‘ମୋ ସରକାର’, ଭୁବନେଶ୍ୱର ଜମି ସୂଚନା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି । ଓଡିଶାର ସହଭାଗିତାରେ ଏସବୁ କାର୍ଯ୍ୟକ୍ରମକୁ ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଓଡିଶାର ସୁଶାସନ, ସ୍ୱଚ୍ଛତା ଓ ଉତ୍ତରଦାୟୀ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।

Comments are closed.