ଗୀତା ମାହାତ୍ମ୍ୟ: ନ ହି କଶ୍ଚିତ କ୍ଷଣମପି ଜାତୁ ତିଷ୍ଠତ୍ୟକର୍ମକୃତ। କାର୍ଯ୍ୟତେ ହ୍ୟଵଶଃକର୍ମ ସର୍ଵ ପ୍ରକୃତିଜୈରଗୁଣେ।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ନ ହି କଶ୍ଚିତ କ୍ଷଣମପି ଜାତୁ ତିଷ୍ଠତ୍ୟକର୍ମକୃତ।
କାର୍ଯ୍ୟତେ ହ୍ୟଵଶଃକର୍ମ ସର୍ଵ ପ୍ରକୃତିଜୈରଗୁଣେ।

ହେ ଅର୍ଜୁନ ! ଏହା ନିଃସନ୍ଦେହ ଯେ, କୌଣସି ମନୁଷ୍ୟ କୌଣସି ସମୟରେ କ୍ଷଣେ ସୁଦ୍ଧା କର୍ମ ନ କରି ରହି ପାରିବ ନାହିଁ। କାରଣ ସମସ୍ତ ପ୍ରାଣୀ ପ୍ରକୃତିରୁ ଉତ୍ପନ୍ନ ଗୁଣମାନଙ୍କକ ଦ୍ୱାରା ପରବଶ ହୋଇ କର୍ମ କରିବାକୁ ବାଧ୍ୟ ହୁଅନ୍ତି।

( ଇତି ଗୀତା ୩ୟ ଅ। ୫ମ ଶ୍ଲୋକ )

Comments are closed.