ଗୀତା ମାହାତ୍ମ୍ୟ: ଦେବାନ ଭାବୟତାନେନ ତେ ଦେବା ଭାବୟନ୍ତୁ ବାଃ। ପରସ୍ପରଂ ଭାବୟନ୍ତଃ ଶ୍ରେୟଃପରମ ବାପସ୍ୟଥ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଦେବାନ ଭାବୟତାନେନ
ତେ ଦେବା ଭାବୟନ୍ତୁ ବାଃ।
ପରସ୍ପରଂ ଭାବୟନ୍ତଃ
ଶ୍ରେୟଃପରମ ବାପସ୍ୟଥ।।

ହେ ଅର୍ଜୁନ ! ତୁମେମାନେ ଏହି ଯଜ୍ଞଦ୍ୱାରା ଦେବତା ମାନଙ୍କୁ ଉନ୍ନତ କର ଏବଂ ସେହି ଦେବତାମାନେ ତୁମକୁ ଉନ୍ନତ କରାନ୍ତୁ। ଏହିଭଳି ନିସ୍ୱାର୍ଥ ଭାବରେ ଏକ ଅନ୍ୟକୁ ଉନ୍ନତ କରିବା ଦ୍ୱାରା ତୁମ୍ଭେମାନେ ପରମ କଲ୍ୟାଣ ପ୍ରାପ୍ତ ହୋଇଯିବ।

( ଇତି ଗୀତା ୩ୟ ଅ। ୧୧ଶ ଶ୍ଲୋକ )

Comments are closed.