ମିସ୍ ୟୁନିଭର୍ସ ଟାଇଟଲ ଜିତିଥିବାରୁ ହରନାଜଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର-ଦୀର୍ଘ ୨୧ ବର୍ଷ ପରେ ଜଣେ ଭାରତୀୟ ଜିତିଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ ଆଖ୍ୟା । ମିସ୍ ଇଣ୍ଡିଆ ହରନାଜ୍ ସାନ୍ଧୁ ମିସ୍ ୟୁନିଭର୍ସ ବା ବ୍ରହ୍ମାଣ୍ଡ ସୁନ୍ଦରୀ ଟାଇଟଲ ଜିତିଛନ୍ତି । ଭାରତ ପାଇଁ ଏହା ଏକ ଗର୍ବର ବିଷୟ ବୋଲି କହିବା ସହ ହରନାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.